October 28, 2026

Breaking News

ଆଜି ଶପଥ ନେବେ ଛାତ୍ରନେତା, କେନ୍ଦ୍ରାପଡ଼ାରେ ଉତ୍ତେଜନା

ଆଜି ଶପଥ ନେବେ ଛାତ୍ରନେତା । ଗତକାଲି ନିର୍ବାଚନ ସରିବା ପରେ ଫଳାଫଳ ଆସୁ ଆସୁ ବିଳମ୍ବିତ ରାତ୍ରି ହୋଇଯାଇଥିଲା । ରାତି ସାରା ଛକାପଞ୍ଝା ପରେ...

ରାଜନୀତିକୁ ନବୀନ ହୋଇ ଆସିଥିଲେ, ଆଜି ପ୍ରବୀଣ: ୮୦ ବର୍ଷରେ ପାଦ ଥାପିଲେ ଓଡ଼ିଶାର ‘ନେତା ନମ୍ବର-୧’ ନବୀନ ପଟ୍ଟନାୟକ

୧୯୯୭ରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଆକସ୍ମିକ ଭାବେ ରାଜନୀତିରେ ପାଦ ଥାପିଥିବା ନବୀନ ପଟ୍ଟନାୟକ ଆଜି ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।...

ରମାଦେବୀରେ BCJDର ବାଜିମାତ୍! ସଭାପତି ସହ ପୂରା ପ୍ୟାନେଲ ଜିତିଲା, ବିଳମ୍ୱିତ ରାତି ଯାଏ ଚାଲିଲା ହାଇଡ୍ରାମା

ରମାଦେବୀରେ BCJDର ବାଜିମାତ୍! ସଭାପତି ସହ ପୂରା ପ୍ୟାନେଲ ଜିତିଲା, ବିଳମ୍ୱିତ ରାତି ଯାଏ ଚାଲିଲା ହାଇଡ୍ରାମା ଭୁବନେଶ୍ୱର: ରମାଦେବୀରେ ବାଜି ମାରିଲା ବିସିଜେଡି । ସଭାପତି...

Vanivihar Student Election Result: ବାଣୀବିହାରରେ ନୂଆ ଅଧ୍ୟାୟ: ABVPର ବିଶାଳ ଜୟ!

Vanivihar Student Election Result: ଫେଲ୍ ମାରିଲା ସବୁ ଗଣିତ: ବାଣୀବିହାରରେ ABVPର ବାଜିମାତ୍! ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜିମାତ କରିଛି ABVP।...

BJDର ୟୁ-ଟର୍ଣ୍ଣ! ଓଡ଼ିଶା ବନ୍ଦକୁ ନେଇ ବଦଳିଲା ମତ; ପ୍ରମିଳା ମଲ୍ଲିକଙ୍କ ନୂଆ ବୟାନ…

BJD Reacted on Odisha Bandh: ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ନେଇ ବିଜେଡିର ଆଭିମୁଖ୍ୟରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ବନ୍ଦକୁ ସମର୍ଥନ କରିବା...

Minimum Wages Hiked: ବଢ଼ିଲା ମଜୁରି, ବଦଳିଲା ଭେରିଏବଲ୍ ଡିଏ; ଜାଣନ୍ତୁ କାହାକୁ କେତେ ମିଳିବ ଫାଇଦା?

କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି. ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ସଂଶୋଧନ ହୋଇଥିବାରୁ ଏହି ନୂତନ ନିୟମ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଲାଭ...

Odisha Bandh Fuel Impact: କାଲି ଓଡ଼ିଶା ବନ୍ଦ, ବଜାରରେ ମିଳିବ କି ନାହିଁ ତେଲ? ଜାଣନ୍ତୁ ପେଟ୍ରୋଲ-ଡିଜେଲ୍ ନେଇ ପୂରା ଖବର…

ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୮ ତାରିଖରେ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । INDIA ବ୍ଲକ୍‌ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକର ପ୍ରଭାବରେ...

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ସବାଇ ହସ୍ତଶିଳ୍ପ ପ୍ରଶିକ୍ଷଣ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି

ଛଅ ମାସିଆ ବ୍ୟାପକ ପ୍ରଶିକ୍ଷଣ ସମ୍ପନ୍ନ କଲେ ୩୨ରୁ ଅଧିକ କାରିଗର; ପାରମ୍ପରିକ ହସ୍ତଶିଳ୍ପ ସଂରକ୍ଷଣ ସହ ସୃଷ୍ଟି ହେଉଛି ନୂଆ ଜୀବିକା ସୁଯୋଗ ଝାରସୁଗୁଡ଼ା, ୫...

Liquor Shop Ban / ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ

Key Points ଖୋଲିବ ନାହିଁ ନୂଆ ମଦ ଦୋକାନଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼...

Post Office Scheme / ପୋଷ୍ଟ ଅଫିସର ଏହି ସ୍କିମ୍‌ରେ ୭.୭% ସୁଧ, ₹୧୦୦୦ରୁ କରିପାରିବେ ନିବେଶ

Key Points ୧୦ ଲକ୍ଷ ନିବେଶରେ ୫ ବର୍ଷରେ ମିଳିବ ପ୍ରାୟ ୧୪.୪୯ ଲକ୍ଷ, ଜାଣନ୍ତୁ NSC ଯୋଜନାପୋଷ୍ଟ ଅଫିସର ଏହି ସ୍କିମ୍‌ରେ ୭.୭% ସୁଧ, ୧୦୦୦ରୁ...