October 28, 2026

World News

ଆମେ ଆଉ ସହିବୁ ନାହିଁ… ରୁଷକୁ ଜେଲେନସ୍କିଙ୍କ କଡ଼ା ଚେତାବନୀ

ରୁଷ-ୟୁକ୍ରେନ୍ ଯୁଦ୍ଧରେ ପୁଣି ତେଜିଲା ଉତ୍ତେଜନା । ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବା ବେଳେ, ଏବେ ରୁଷର ତୈଳ ଭିତ୍ତିଭୂମିକୁ ଟାର୍ଗେଟ୍ କରିବାକୁ ସଙ୍କେତ ଦେଇଛନ୍ତି...