October 28, 2026

Main Story

Editor’s Picks

Trending Story

ବଦଳିଲା ବିଜେଡିର ରଣନୀତି : ୧୯ଟି ବିରୋଧୀ ଦଳ ପକ୍ଷରୁ ସେଭ୍ ଡେମୋକ୍ରାସି ମାର୍ଚ୍ଚ

ବଦଳିଲା ବିଜେଡିର ରଣନୀତି। ନୂଆଦିଲ୍ଲୀରେ ଇଣ୍ଡି ମେଣ୍ଟର ପ୍ରତିବାଦ ରାଲିରେ ସାମିଲ୍ ହେଲା ବିଜେଡି। ଇଣ୍ଡି ମେଣ୍ଟ ପଦଯାତ୍ରାରେ ବିଜେଡିର ରାଜ୍ୟସଭା ସାଂସଦମାନେ ଯୋଗଦେଇଛନ୍ତି ବଦଳିଲା ବିଜେଡିର...

ଛାତ୍ର ନିର୍ବାଚନକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟ ଚଳଚଞ୍ଚଳ, ମୁଖ୍ୟମନ୍ତ୍ରୀଙ୍କୁ ଏବିଭିପିର ଧନ୍ୟବାଦ

ବିଭିନ୍ନ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ ଏବେଠାରୁ ଦେଖିବାକୁ ମିଳୁଛି ନିର୍ବାଚନୀ ଉତ୍ସାହ । ବିଶେଷ କରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ଛାତ୍ର ରାଜନୀତିର ଜୋସ୍।...

Liquor Shop Ban / ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ

Key Points ଖୋଲିବ ନାହିଁ ନୂଆ ମଦ ଦୋକାନଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼...

Post Office Scheme / ପୋଷ୍ଟ ଅଫିସର ଏହି ସ୍କିମ୍‌ରେ ୭.୭% ସୁଧ, ₹୧୦୦୦ରୁ କରିପାରିବେ ନିବେଶ

Key Points ୧୦ ଲକ୍ଷ ନିବେଶରେ ୫ ବର୍ଷରେ ମିଳିବ ପ୍ରାୟ ୧୪.୪୯ ଲକ୍ଷ, ଜାଣନ୍ତୁ NSC ଯୋଜନାପୋଷ୍ଟ ଅଫିସର ଏହି ସ୍କିମ୍‌ରେ ୭.୭% ସୁଧ, ୧୦୦୦ରୁ...

Dharmendra Pradhan / ‘ସ୍ୱଚ୍ଛତା’କୁ ଜନଆନ୍ଦୋଳନରେ ପରିଣତ କରିବା: ସମ୍ବଲପୁର ସାଂସଦଙ୍କ ନିବେଦନ

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଭିଡିଓ ବାର୍ତ୍ତା ଜାରି ହୋଇଛି। ଯେଉଁ ଭିଡିଓ ମାଧ୍ୟମରେ ସମ୍ବଲପୁର ସାଂସଦ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି...

Pak Baby Celebration / ଆଉଟ୍ ପରେ ବୈଭବଙ୍କୁ “ବେବି” କହିଥିଲେ; ଆୟୁବଙ୍କୁ ଭର୍ତ୍ସନା କଲେ ଏହି ପାକିସ୍ତାନୀ ପ୍ଳେୟାର

Key Points ଏସୀୟ ଗେମ୍ସ ୨୦୨୬ କ୍ରିକେଟ୍ ଫାଇନାଲ୍ବୈଭବ ଆଉଟ୍ ପରେ ଚିଡ଼େଇଥିଲେ ଆୟୁବପାକିସ୍ତାନୀ ବୋଲରଙ୍କୁ ଗାଳି କଲେ ସିନିୟର ଟୋକିଓ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ...

Student Union Election / ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଲା ଗାଇଡଲାଇନ୍; ଏମାନଙ୍କୁ ନିର୍ବାଚନ ଲଢ଼ିବା ମନା ?

Key Points ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ନିର୍ବାଚନରେ ପ୍ରାର୍ଥୀଙ୍କୁ କୌଣସି ରାଜନୈତିକ...

Student Union Election / ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା, ୧୫ ତାରିଖରେ ହେବ ଭୋଟ୍‌

Key point: ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣାଦୀର୍ଘ ୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନଛାତ୍ର ସଂସଦ ନିର୍ବାଚନ ଲାଗି ୭ ତାରିଖରେ...

ୟୁପି କଂଗ୍ରେସର କଂଗ୍ରେସର ମଙ୍ଗ ଧରିଲେ ଆରାଧନା ମିଶ୍ରା

ନୂଆ ଦାୟିତ୍ୱ ମିଳିବା ପରେ ଆରାଧନା କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ସମୟରେ ବିଜେପି ସାରା ଦେଶରେ ‘୪୦୦ ପାର୍’ର ନାରା ଦେଇଥିଲା । କିନ୍ତୁ...

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗ SDO! ୧୦ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ବେତନଟୀ ଡିଭିଜନର ଏସଡିଓ ଅରବିନ୍ଦ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଆର୍‌ଡି ସବ୍‌ଡିଭିଜନ୍‌ର...